ମନୋରଞ୍ଜନ

ମାନହାନୀ ମକଦ୍ଦମା କରିବା କଥା କହିଲେ ମନସୁର

କ୍ଷମା ମାଗିବା ପରେ ମାନହାନୀ ମକଦ୍ଦମା କରିବା କଥା କହିଲେ ମନସୁର। ଗିରଫ ଡରରେ କିଛି ଦିନ ତଳେ ସାଉଥ ଷ୍ଟାର ତ୍ରିଶା କ୍ରିଷ୍ଣନନଙ୍କୁ କ୍ଷମା ମାଗି‌ଥିଲେ ଅଭିନେତା ମନସୁର ଅଲି ଖାନ୍।

ତ୍ରିଶାଙ୍କୁ ନେଇ ଦେଇଥିବା ମନ୍ତବ୍ୟ ପାଇଁ ଏତଲା ରୁଜୁ ହେବା ସହ ପୁଲିସ ପଚରାଉଚରା କରିବାକୁ ସମନ ପଠାଇବାରୁ ଅ‌ଭିନେତା ଫେରାର ହୋଇଯାଇଥିବା ଚର୍ଚ୍ଚା ହୋଇଥିଲା। ଏହା ସହ ମନସୁର କ୍ଷମା ମାଗିବ‌େ ନାହିଁ ବୋଲି କହିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com