କ୍ରୀଡ଼ା

ସ୍ପେନର ୩୭ ବର୍ଷୀୟ ଟେନିସ ତାରକା ରାଫାଲ ନାଡାଲ

ସ୍ପେନର ୩୭ ବର୍ଷୀୟ ଟେନିସ ତାରକା ରାଫାଲ ନାଡାଲ ୨୦୨୪ ଜାନୁୟାରୀରେ ଅଷ୍ଟ୍ରେଲିଆରେ ବ୍ରିସ୍‌ବେନ୍‌ ଇଣ୍ଟରନ୍ୟାଶନାଲ ଖେଳି ପ୍ରତିଯୋଗିତାମୂଳକ ଟେନିସ୍‌କୁ ପ୍ରତ୍ୟାବର୍ତ୍ତନ କରିବେ।

୨୨ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ନାଡାଲ ପ୍ରାୟ ଏକ ବର୍ଷ ହେଲା କୌଣସି ଟେନିସ ପ୍ରତିଯୋଗିତାରେ ଅଂଶଗ୍ରହଣ କରିନାହାନ୍ତି। ଜାନୁୟାରୀ ପ୍ରଥମ ସପ୍ତାହରେ ତାଙ୍କୁ ବ୍ରିସବେନ୍‌ଠାରେ ଦେଖିବାକୁ ମିଳିବ ବୋଲି ସୋସିଆଲ ମିଡିଆରେ ସେ ଛାଡ଼ିଥିବା ଏକ ଭିଡିଓ ଜରିଆରେ ଜଣାଇଛନ୍ତି।

Related Articles

Back to top button