ମନୋରଞ୍ଜନ
ସେଲିବ୍ରିଟିମାନଙ୍କ ଜୀବନ ସର୍ବଦା ଲୋକଙ୍କ ନଜରରେ ଥାଏ
![](https://i0.wp.com/odia.mobilenews24x7.com/wp-content/uploads/2023/12/Ananya_panday_cropped.jpg?resize=407%2C470&ssl=1)
ସେଲିବ୍ରିଟିମାନଙ୍କ ଜୀବନ ସର୍ବଦା ଲୋକଙ୍କ ନଜରରେ ଥାଏ। ତେଣୁ ନିଜର ବ୍ୟକ୍ତିଗତ ଜୀବନକୁ ଆଗେଇନେବା ଭାରି କଷ୍ଟକର ବୋଲି କହିଛନ୍ତି ଅଭିନେତ୍ରୀ ଅନନ୍ୟା ପାଣ୍ଡେ।
ସେ ଅଭିନେତା ଆଦିତ୍ୟ ରୟ କପୁରଙ୍କ ସହ ପ୍ରେମ ସମ୍ପର୍କରେ ରହିଥିବା କଥା ଖୁବ୍ ଚର୍ଚ୍ଚା ହେଉଥିବା ବେଳେ ସାମାଜିକ ଗଣମାଧ୍ୟମ ଯୁଗରେ ନିଜର ପ୍ରେମ ଜୀବନକୁ ଗୋପନ ରଖିବା ସମ୍ଭବପର ନୁହେଁ ବୋଲି ଅନନ୍ୟା ସ୍ବୀକାର କରିଛନ୍ତି।