ଅନ୍ୟାନ୍ୟ

ଅଡୁଆରେ ଅନ୍‌ଲାଇନ୍‌ ଫୁଡ୍‌ ଡେଲିଭରୀ କମ୍ପାନୀ ଜୋମାଟା

ଅଡୁଆରେ ଅନ୍‌ଲାଇନ୍‌ ଫୁଡ୍‌ ଡେଲିଭରୀ କମ୍ପାନୀ ଜୋମାଟା। ସେ ଟ୍ୟାକ୍ସ ଫାଙ୍କୁ ଥିବା ନେଇ ହୋଇଛି ଅଭିଯୋଗ।

ଜୋମାଟୋକୁ ୪୦୧.୭ କୋଟି ଟଙ୍କାର ମିଳିଛି ଟ୍ୟାକ୍ସ ନୋଟିସ।ଜିଏସ୍ଟି ଇଣ୍ଟେଲିଜେନ୍ସ ଡାଇରେକ୍ଟୋରେଟ ଜେନେରାଲ ଜୋମାଟୋ ଏବଂ ସ୍ୱିଗିକୁ ଡେଲିଭରି ଚାର୍ଜରେ ଜିଏସଟି ଫାଙ୍କି ଥିବା ନେଇ ଟ୍ୟାକ୍ସ ନୋଟିସ ପଠାଇଛି। ଡେଲିଭରୀ ଚାର୍ଜ ସର୍ଭିସ କ୍ୟାଟେଗୋରୀ ଅଧିନରେ ଆସୁଛି।

Related Articles

Back to top button