ଜାତୀୟ
ମନି ଲଣ୍ଡରିଙ୍ଗ୍ ମାମଲାରେ ଚତୁର୍ଥ ଥର ପାଇଁ ପ୍ରବର୍ତ୍ତନ ର୍ନିେଶାଳୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ୍ ଜାରି କରିଛି
![](https://i0.wp.com/odia.mobilenews24x7.com/wp-content/uploads/2024/01/Before-January-3-Delhi-chief-minister-Arvind-Kejr_1705166413626.webp?resize=550%2C309&ssl=1)
ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ସହିତ ଜଡିତ ମନି ଲଣ୍ଡରିଙ୍ଗ୍ ମାମଲାରେ ଚତୁର୍ଥ ଥର ପାଇଁ ପ୍ରବର୍ତ୍ତନ ର୍ନିେଶାଳୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ୍ ଜାରି କରିଛି।
ଜାନୁଆରୀ ୧୮ ତାରିଖ ଦିନ ଇଡି କାର୍ଯ୍ୟାଳୟରେ ହାଜର ହେବା ଲାଗି ଏହି ନୋଟିସରେ ତାଙ୍କୁ କୁହାଯାଇଛି। ଇଡି ଜାରି କରିଥିବା ସମନ୍ ବେଆଇନ୍ ଓ ତାଙ୍କୁ ଗିରଫ କରିବା ଲାଗି ଉଦ୍ଦିଷ୍ଟ କହି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ ପୂର୍ବରୁ ଜାନୁଆରି ୩ ନଭେମ୍ବର ୨ ଓ ଡିସେମ୍ବର ୨୧ ତାରିଖରେ ଇଡିର ଦୁଇଟି ସମନ୍ କୁ ଏଡାଇ ଦେଇଥିଲେ।