ଜାତୀୟ

ହିମାଚଳ ପ୍ରଦେଶର ସୋଲାନ ଜିଲାର ଏକ ପ୍ରସାଧନ କାରଖାନାରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛିି

ହିମାଚଳ ପ୍ରଦେଶର ସୋଲାନ ଜିଲାର ଏକ ପ୍ରସାଧନ କାରଖାନାରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛିି। ୧୫-୨୦ ଶ୍ରମିକ ଏଠାରେ କାରଖାନାରେ ଫସି ରହିଥିବା କୁହାଯାଉଛି।

ନିଆଁ ଲାଗିବା ପରେ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ମହିଳା ଛାତ ଉପରେ ଫସି ରହିଥିବାର ନଜର ଆସିଛନ୍ତି। ରାଜ୍ୟର ଏକ ଶିଳ୍ପାଞ୍ଚଳରେ ଥିବା ଏକ ପ୍ରସାଧନ ସାମଗ୍ରୀ ଉତ୍ପାଦନ କରୁଥିବା କାରଖାନାରେ ବଡ଼ ଧରଣର ନିଆଁ ଲାଗିଛି। ଏଥିରେ ବହୁ ସଂଖ୍ୟକ ଶ୍ରମିକ ଫସି ରହିଛନ୍ତି। ଅଗ୍ନିକାଣ୍ଡର କାରଣ ଜଣା ପଡିନାହିଁ।

Related Articles

Back to top button