କ୍ରୀଡ଼ା

ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ଖେଳିବାକୁ ଆଜିଠାରୁ ମୈଦାନକୁ ଓହ୍ଲାଇଛି ଟିମ ଇଣ୍ଡିଆ

ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ଖେଳିବାକୁ ଆଜିଠାରୁ ମୈଦାନକୁ ଓହ୍ଲାଇଛି ଟିମ ଇଣ୍ଡିଆ। ତେବେ ଦ୍ୱିତୀୟ ଟେଷ୍ଟରେ ମହମ୍ମଦ ସିରାଜଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇନାହିଁ।

ତାଙ୍କ ବଦଳରେ ମୁକେଶ କୁମାରଙ୍କୁ ସୁଯୋଗ ମିଳିଛି।ଦ୍ୱିତୀୟ ଟେଷ୍ଟରୁ ସିରାଜ କେବଳ ବାଦ ପଡ଼ିନାହାନ୍ତି, ବରଂ ଭାରତୀୟ ଟେଷ୍ଟ ଟିମ ସ୍କ୍ୱାଡରୁ ମଧ୍ୟ ତାଙ୍କୁ ରିଲିଜ କରି ଦିଆଯାଇଛି।

Related Articles

Back to top button