ଓଡ଼ିଶା

ବିଜ୍ଞାନ କ୍ଷେତ୍ରରେ ଉକ୍ରର୍ଷତା ଲାଗି ଯୁବ ବୈଜ୍ଞାନିକମାନଙ୍କୁ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ସହାୟତା ରାଶି ଖୁବ୍‍ ଶୀଘ୍ର ବୃଦ୍ଧି କରାଯିବ

ବିଜ୍ଞାନ କ୍ଷେତ୍ରରେ ଉକ୍ରର୍ଷତା ଲାଗି ଯୁବ ବୈଜ୍ଞାନିକମାନଙ୍କୁ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ସହାୟତା ରାଶି ଖୁବ୍‍ ଶୀଘ୍ର ବୃଦ୍ଧି କରାଯିବ ବୋଲି ଜଣାପଡ଼ିଛି ।

ପୂର୍ବରୁ ବିଜୁ ପଟ୍ଟନାୟକ ସାଇଣ୍ଟିଫିକ୍‍ ଏକ୍ସେଲେନ୍ସ ପୁରସ୍କାର ରାଶି ୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି । ସେହିପରି ସାମନ୍ତ ଚନ୍ଦ୍ରଶେଖର ବିଜ୍ଞାନୀ ପୁରସ୍କାର ଅଢ଼େଇ ଲକ୍ଷ ଟଙ୍କା, ଓଡ଼ିଶା ଯୁବ ବିଜ୍ଞାନୀ ପୁରସ୍କାର ୧ ଲକ୍ଷ ଏବଂ ପ୍ରାଣକୃଷ୍ଣ ପରିଜା ଜନପ୍ରିୟ ବିଜ୍ଞାନ ପୁରସ୍କାର ୧ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି ।

Related Articles

Back to top button