ଅନ୍ତର୍ଜାତୀୟ

ରିପୋର୍ଟରେ ଆମେରିକା ଦ୍ୱାରା ସୀକୃତି ପାଖାପାଖି ଏକ ଡଜନରୁ ଅଧିକ ଆତଙ୍କବାଦୀଙ୍କ ଆକାଉଣ୍ଟ ଏକ୍ସରେ ଚିହ୍ନଟ ହୋଇଛି, ଯେଉଁଥିରେ ବ୍ଲୁ ଟିକ୍‌ ମଧ୍ୟ ରହିଛି

ରିପୋର୍ଟରେ ଆମେରିକା ଦ୍ୱାରା ସୀକୃତି ପାଖାପାଖି ଏକ ଡଜନରୁ ଅଧିକ ଆତଙ୍କବାଦୀଙ୍କ ଆକାଉଣ୍ଟ ଏକ୍ସରେ ଚିହ୍ନଟ ହୋଇଛି, ଯେଉଁଥିରେ ବ୍ଲୁ ଟିକ୍‌ ମଧ୍ୟ ରହିଛି।

କହିରଖୁଛୁ କି, ଏକ୍ସର ନିୟମ ଅନୁସାରେ ଏବେ ୟୁଜରଙ୍କୁ ବ୍ଲୁ ଟିକ୍‌ ପାଇବା ପାଇଁ ପେଡ ପ୍ରମିୟମ ସର୍ଭିସ କିଣିବାକୁ ପଡୁଛି। କିନ୍ତୁ ରିପୋର୍ଟ ଅନୁଯାୟୀ ୨୮ଟି ଏକ୍ସ ଆକାଉଣ୍ଟକୁ ପ୍ରିମିୟମ ସର୍ଭିସ ଦିଆଯାଇଛି। ଯେଉଁମାନଙ୍କୁ ଆମେରିକା ସରକାର, ଜାତୀୟ ସୁରକ୍ଷା ଓ ଦେଶ ଲାଗି ବିପଦ ବୋଲି ଘୋଷଣା କରିଛନ୍ତି।

Related Articles

Back to top button