
କର୍ଣ୍ଣାଟକର ଚିତ୍ରଦୁର୍ଗ ଅଞ୍ଚଳରେ ଅଭାବନୀୟ ଘଟଣା । ଦର୍ଶନ ବାବୁ ନାମକ ଇଞ୍ଜିନିୟର ହରାଇଲେ ଦେଢ଼ କୋଟି ଟଙ୍କା । IPL ବେଟିଂରେ ଦର୍ଶନ ଏହି ଦେଢ଼ କୋଟି ଟଙ୍କା ହରାଇଥିବା କୁହାଯାଉଛି ।
ଦର୍ଶନ ବାବୁ ବେଟିଂରେ ଟଙ୍କା ହରାଇବା ପରେ ତାଙ୍କ ସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି । ଦର୍ଶନଙ୍କ ସ୍ତ୍ରୀ ରଞ୍ଜିତା ସ୍ବାମୀ ହାରିବା ପରେ ଆତ୍ମହତ୍ୟା କରିଛନ୍ତି । ଏକ ସରକାରୀ ବିଭାଗରେ ଇଞ୍ଜିନିୟରଭାବେ କାର୍ଯ୍ୟରତ ଥିଲେ ଦର୍ଶନ ।