![](https://i0.wp.com/odia.mobilenews24x7.com/wp-content/uploads/2024/04/images.png?resize=314%2C160&ssl=1)
ଭାରତରେ ମଧ୍ୟ କର୍ଳଟ ରୋଗ ମାନବସମାଜ ପାଇଁ ଏକ ଅଭିଶାପ ପାଲଟିଯାଇଛି । ଏନେଇ ପବଇ ସ୍ଥିତ ଆଇଆଇଟି ବମ୍ବେ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ କର୍କଟ ରୋଗର ଚିକିତ୍ସା ପାଇଁ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଥିବା ସିଏଆର ଟି-ସେଲ ଥେରାପିର ଲଂଚ କରିଛନ୍ତି ।
ଆଇଆଇଟି ବମ୍ବେ ଓ ଟାଟା ମେମୋରିଆଲ ସେଣ୍ଟର ଦ୍ୱାରା ବିକଶିତ ଏହି ଜିନ୍ ଆଧାରିତ ଥେରାପି ବିଭିନ୍ନ ପ୍ରକାର କର୍କଟ ରୋଗକୁ ଠିକ୍ କରିବାରେ ସହାୟତା କରିବ ।