ଜାତୀୟ

କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ଆସିଛି ଏକ ନୂଆ ନିୟମ

କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ଆସିଛି ଏକ ନୂଆ ନିୟମ । ଏହି ନୂଆ ନିୟମ ଦ୍ୱାରା ଘରୋଇ କ୍ଷେତ୍ରର କର୍ମଚାରୀଙ୍କୁ ଶକ୍ତ ଝଟକା ଲାଗିଥିବା ବେଳେ ସରକାରୀ କ୍ଷେତ୍ର କର୍ମଚାରୀମାନେ ପ୍ରଭାବିତ ହେବେ ନାହିଁ ।

କେଭି ପକ୍ଷରୁ ଟ୍ରାନ୍ସଫର ନୀତିରେ ପରିବର୍ତ୍ତନ କରାଯାଇଛି । ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପ୍ରତି ନିୟମକୁ କଠୋର କରାଯାଇଛି । ଘରୋଇ କ୍ଷେତ୍ରରେ କାମ କରୁଥିବା ଅଭିଭାବକଙ୍କୁ ନିଜ ସନ୍ତାନକୁ ଅନ୍ୟ ରାଜ୍ୟକୁ ବଦଳି କରିବାକୁ ଟ୍ରାନ୍ସଫର ସୁବିଧା ମିଳିବନି ।

Related Articles

Back to top button
WP Twitter Auto Publish Powered By : XYZScripts.com