ଅନ୍ତର୍ଜାତୀୟ
ରୁଷିଆ ଅଧିକୃତ ଜାପୋରିଜିଆ ଆଣବିକ କାରଖାନାକୁ ଡ୍ରୋନ୍ ସାହାଯ୍ୟରେ ୟୁକ୍ରେନ୍ ଆକ୍ରମଣ କରିଥିବାନେଇ ରୁଷୀୟ ଅଧିକାରୀ ଦେଇଥିବା ବୟାନକୁ ସୋମବାର ୟୁକ୍ରେନ ପକ୍ଷରୁ ଖଣ୍ଡନ କରାଯାଇଛି

ରୁଷିଆ ଅଧିକୃତ ଜାପୋରିଜିଆ ଆଣବିକ କାରଖାନାକୁ ଡ୍ରୋନ୍ ସାହାଯ୍ୟରେ ୟୁକ୍ରେନ୍ ଆକ୍ରମଣ କରିଥିବାନେଇ ରୁଷୀୟ ଅଧିକାରୀ ଦେଇଥିବା ବୟାନକୁ ସୋମବାର ୟୁକ୍ରେନ ପକ୍ଷରୁ ଖଣ୍ଡନ କରାଯାଇଛି।
ଏହି ଆକ୍ରମଣରେ କୌଣସି ସମ୍ପୃକ୍ତି ନ ଥିବା ନେଇ ୟୁକ୍ରେନ ସ୍ପଷ୍ଟୀକରଣ ରଖିଛି। ଏନେଇ ରୁଷିଆ ପକ୍ଷରୁ ମିଥ୍ୟା ପ୍ରଚାର କରାଯାଉଥିବା ଅଭିଯୋଗ ଆଣିଛନ୍ତି ୟୁକ୍ରେନ୍ର ବରିଷ୍ଠ ସାମରିକ ଅଧିକାରୀ ।