ଓଡ଼ିଶା

ପାଣିକୋଇଲି ବଜାର ସର୍ଭିସ ରୋଡ୍‌ ଏବେ ଗ୍ୟାରେଜ ଓ ଗାଡ଼ି ମାଲିକଙ୍କ କବ୍‌ଜାରେ ରହିଛି

ପାଣିକୋଇଲି ବଜାର ସର୍ଭିସ ରୋଡ୍‌ ଏବେ ଗ୍ୟାରେଜ ଓ ଗାଡ଼ି ମାଲିକଙ୍କ କବ୍‌ଜାରେ ରହିଛି। ୧୬ ନମ୍ବର ଓ ୨୦ ନମ୍ବର ଜାତୀୟ ରାଜପଥର ମିଶ୍ରଣ ସ୍ଥଳ ହୋଇଥିବାରୁ ପାଣିକୋଇଲିରେ ସର୍ବଦା ଭାରୀଯାନର ଭିଡ଼ ଦେଖିବାକୁ ମିଳିଥାଏ।

ସେମାନେ ଏହି ରାସ୍ତାକୁ ପାର୍କିଂସ୍ଥାନ ଭାବେ ବ୍ୟବହାର କରୁଛନ୍ତି। ପାଣିକୋଇଲି ପ୍ରାଥମିକ ଚିକିତ୍ସାଳୟକୁ ମଧ୍ୟ ଲୋକମାନେ ଏହି ବାଟ ଦେଇ ଯିବାଆସିବା କରିଥାନ୍ତି। ଅଧିକାଂଶ ସମୟରେ ଟ୍ରକଗୁଡ଼ିକ ରାସ୍ତା ପାର୍ଶ୍ବରେ ଠିଆହୋଇ ରହୁଥିବାରୁ ରାସ୍ତା ସବୁବେଳେ ଜାମ୍‌ ହୋଇ ରହୁଛି।

Related Articles

Back to top button