ମନୋରଞ୍ଜନ

ବିବାଦରେ ଫଶିଗଲେ ବେବୋ। ଗର୍ଭଧାରଣ ଯାତ୍ରାକୁ ନେଇ ପ୍ରକାଶ କରିଥିବା ଏକ ପୁସ୍ତକର ଶୀର୍ଷକରେ ‘‘ବାଇବେଲ୍‌’’ ଶବ୍ଦ ଲେଖି ବିବାଦରେ ଫଶିଗଲେ ଅଭିନେତ୍ରୀ କରୀନା କପୁର

ବିବାଦରେ ଫଶିଗଲେ ବେବୋ। ଗର୍ଭଧାରଣ ଯାତ୍ରାକୁ ନେଇ ପ୍ରକାଶ କରିଥିବା ଏକ ପୁସ୍ତକର ଶୀର୍ଷକରେ ‘‘ବାଇବେଲ୍‌’’ ଶବ୍ଦ ଲେଖି ବିବାଦରେ ଫଶିଗଲେ ଅଭିନେତ୍ରୀ କରୀନା କପୁର।

ଏଥିପାଇଁ ତାଙ୍କୁ ମଧ୍ୟପ୍ରଦେଶର ହାଇକୋର୍ଟରୁ ନୋଟିସ୍‌ ମିଳିଛି। ବହିର ଶୀର୍ଷକରେ “ବାଇବେଲ” ଶବ୍ଦର ବ୍ୟବହାର ବିରୋଧରେ ଜଣେ ଓକିଲ କୋର୍ଟଙ୍କ ନିକଟକୁ ଆସିବା ପରେ ତାଙ୍କୁ ନୋଟିସ୍‌ ଜାରି ହୋଇଛି। ଏହି ପୁସ୍ତକରେ ୪୩ ବର୍ଷୀୟା ଅଭିନେତ୍ରୀ ତାଙ୍କର ଗର୍ଭଧାରଣ ଯାତ୍ରା ବିଷୟରେ ବର୍ଣ୍ଣନା କରିଛନ୍ତି।

Related Articles

Back to top button