ଜାତୀୟ

ମା’ଙ୍କୁ ହରାଇଲେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ

ମା’ଙ୍କୁ ହରାଇଲେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ। ଏମ୍ସରେ ଚାଲିଥିଲା ଚିକିତ୍ସା। ଦିଲ୍ଲୀର ଏମ୍ସରେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମା’ ମାଧବୀ ରାଜେ ସିନ୍ଧିଆଙ୍କ ଦେହାନ୍ତ ହୋଇଛି।

ସେ ବୁଧବାର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସିନ୍ଧିଆ ପରିବାରର ରାଜମାତା ଗତ କିଛି ଦିନ ହେବ ଏମ୍ସରେ ଭେଣ୍ଟିଲେଟରରେ ଥିଲେ ବୋଲି ଜଣାପଡ଼ିଛି।

Related Articles

Back to top button