ଜାତୀୟ

ଦୀର୍ଘ ୭୨ ଘଣ୍ଟା ଧରି ଆୟକର ବିଭାଗ କରିଥିବା ରେଡ୍‌ ବେଳେ ଆଖି ଖୋସି ହୋଇଗଲା ଭଳି ହିସାବ ବର୍ହିଭୂତ ସମ୍ପତ୍ତି ମିଳିଛି

ଦୀର୍ଘ ୭୨ ଘଣ୍ଟା ଧରି ଆୟକର ବିଭାଗ କରିଥିବା ରେଡ୍‌ ବେଳେ ଆଖି ଖୋସି ହୋଇଗଲା ଭଳି ହିସାବ ବର୍ହିଭୂତ ସମ୍ପତ୍ତି ମିଳିଛି। ମହାରାଷ୍ଟ୍ରର ନାନ୍ଦେଦ ଜିଲ୍ଲାରେ ଥିବା ଗୋଟିଏ ଫାଇନାନ୍ସ ଫାର୍ମରେ ଚାଲିଥିବା ରେଡ ବେଳେ ୧୭୦ କୋଟି ଟଙ୍କାର ସମ୍ପତ୍ତି ମିଳିଛି।

ଏଥିରେ ନଗଦ ୧୪ କୋଟି ଟଙ୍କା ଓ ୯ କେଜି ସୁନା ରହିଛି। କମ୍ପାନୀ ନାଁରେ ଟିକସ ଫାଙ୍କିବା ଅଭିଯୋଗ ଆସିବା ପରେ ଏପରି ରେଡ ହୋଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com