ଜାତୀୟ

ହେଲିକପ୍ଟର AW 139। ଦୁର୍ଘଟଣା, କେମିତି ଜଣାନ୍ତୁ

ମହାରାଷ୍ଟ୍ର: ପୁଣେ ନିକଟସ୍ଥ ପାଉଦରେ ହେଲିକପ୍ଟର କ୍ରାସ l ଖରାପ ପାଗ ଓ ପ୍ରବଳ ପବନ ଯୋଗୁ ଦୁର୍ଘଟଣାଗ୍ରସ୍ତ ହୋଇଛି ହେଲିକପ୍ଟର AW 139 l

ମହାରାଷ୍ଟ୍ରର ପୁଣେ ଜିଲାରେ ଶନିବାର ଗ୍ଲୋବାଲ ଭେକ୍ରା ଘରୋଇ ବିମାନ ଚଳାଚଳ କମ୍ପାନୀର ହେଲିକପ୍ଟର ଦୁର୍ଘଟଣା ହୋଇଥିବା ଜଣାପଡିଛି । ଏଥିରେ ପାଇଲଟଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି।

ଅହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ମୁମ୍ବାଇର ଜୁହୁରୁ ଏଡବ୍ଲ୍ୟୁ-୧୩୯ ମଡେଲର ହେଲିକପ୍ଟରଟି ହାଇଦ୍ରାବାଦ ଯାଉଥିବା ବେଳେ ପୁଣେ ଜିଲାର ପୌଦ ଗ୍ରାମ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ କ୍ଯାପଟେନ ଆନନ୍ଦ ଆହତ ହୋଇଥିବା ଜଣାପଡିଛି l

Related Articles

Back to top button
WP Twitter Auto Publish Powered By : XYZScripts.com