ଭୁବନେଶ୍ୱର: ସମୟ ଭିତରେ ସରିବ ସର୍ଭେ । ମାତ୍ର ଦୁଇ ମାସ ଭିତରେ ଆବାସ ସର୍ଭେ ସମାପ୍ତ କରାଯିବ । ଏନେଇ ଆରମ୍ଭ ହୋଇ ସାରିଛି କାମ । ଯିଏ ଯୋଗ୍ୟ ସେ ଏଥିରେ ନିଶ୍ଚିତ ଲାଭବାନ ହେବେ । ଏନେଇ ପ୍ରତିକ୍ରିୟା ଦେଇଛନ୍ତି ପଞ୍ଚାୟତି ରାଜ ମନ୍ତ୍ରୀ ରବି ନାଏକ । ଗ୍ରାମାଞ୍ଚଳରେ ସର୍ଭେ ଆରମ୍ଭ ହୋଇଥିବା ବେଳେ ଗ୍ରାମ ସଭା ମାଧ୍ୟମରେ ପ୍ରତି ଗାଁରେ ସଚେତନତା କରାଯାଉଛି । ଯେଉଁମାନେ ବି ଆବାସ ପାଇବାରୁ ବାଦ ପଡ଼ିଛନ୍ତି । କାହାକୁ ବାଦ ଦିଆଯିବ ନାହିଁ । ବ୍ୟବସ୍ଥା ଲୋକଙ୍କ ପାଖରେ ପହଞ୍ଚାଇବାର ଆବଶ୍ୟକତା ଅଛି ବୋଲି କହିଛନ୍ତି ପଞ୍ଚାୟତି ରାଜ ମନ୍ତ୍ରୀ ।
Related Articles
Check Also
Close
-
ମାଣିକଙ୍କ ଟିମରେ ଦୁଇ ନୂଆ ବିଧାୟକMay 16, 2022