![](https://i0.wp.com/odia.mobilenews24x7.com/wp-content/uploads/2025/01/download-5.jpg?resize=299%2C168&ssl=1)
ରାୟଗଡା: ପଡିଲା ରାୟଗଡ଼ା ରେଳ ମଣ୍ଡଳର ଶୁଭ । ଭର୍ଚୁଆଲ ମୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦଘାଟନ କରିଛନ୍ତି । ଏହି ଉସôବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ । ଭର୍ଚୁଆଲ ମୋଡରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଉପସ୍ଥିତ ଥିଲେ । ରାୟଗଡା ସ୍ଥିତ ରେଳବାଇ ପଡିଆରେ ବିରାଟ ଆୟୋଜନ ହୋଇଛି ।