ଭୁବନେଶ୍ୱର: ବଦଳିବ ପାଣିପାଗ । ବଢିବ ତାପମାତ୍ରା । ଦିନରେ ଟାଇଁ ଟାଇଁ ଖରା ଓ ରାତିରେ ଗରମ ଅନୁୁଭୂତ ହେବ । ସାରା ରାଜ୍ୟରେ ଗରମ ଜଳବାୟୁ ରହିବ । ୨ରୁ ୩ ଡିଗ୍ରୀ ବଢିବ ତାପମାତ୍ରା । ଏନେଇ ସୂଚନା ଦେଇଛି ଆଂଚଳିକ ପାଣିପାଗ କେନ୍ଦ୍ର । ଏଭଳି ତାପମାତ୍ରା ୫ ରୁ ୬ ଦିନ ପର୍ଯ୍ୟନ୍ତ ଜାରି ରହିବ । ତେବେ କିଛି ଦିନ ହେବ ସାରା ରାଜ୍ୟରେ ଘନ କୁହୁଡ଼ି ଲାଗି ରହିଥିଲା ।
Related Articles
Check Also
Close