Featuredକ୍ରୀଡ଼ା

ସୁପର ସଣ୍ଡେରେ ସୁପର ଫାଇଟ୍, କିଏ ଜିତିବ ଚାମ୍ପିଆନ୍ସ ଟ୍ରଫିର ମୁକୁଟ?

ନୂଆଦିଲ୍ଲୀ: ଆଜି ସୁପର ସଣ୍ଡେରେ ହେବ ସୁପର ମହାମୁକାବିଲା । ଚାମ୍ପିଆନ୍ସ ଟ୍ରଫି ୨୦୨୫ର ଆଜି ହେବ ଫାଇନାଲ ଲଢେଇ । ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ । ଏଥି ପାଇଁ ସବୁଠି ଚାଲିଛି ଉସôାହର ଲହର । ଦିନ ୨ଟା ୩୦ରୁ ଆରମ୍ଭ ହେବାକୁ ଥିବା ଏହି ମହା ଲଢ଼େଇକୁ ଦୁଇ ଦେଶର ସମର୍ଥକ ଓ ସାରାବିଶ୍ବର କ୍ରିକେଟ୍‌ପ୍ରେମୀ ବି ଚାହିଁ ବସିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com