Featuredଓଡ଼ିଶାରାଜନୀତି

ତାରାଙ୍କୁ ନିଲମ୍ବନ; ବିଧାନସଭା ବୟକଟ କଲା କଂଗ୍ରେସ, ଗାନ୍ଧିମୂର୍ତ୍ତି ତଳେ ବିକ୍ଷୋଭ ଜାରି

ଭୁବନେଶ୍ୱର: ବିଧାନସଭା ସଦସ୍ୟ ତାରା ପ୍ରସାଦ ବାହିନୀପତି ନିଲମ୍ବତ । କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ପରେ ଉଠୁଛୁ ପଡୁଛି ରାଜ୍ୟ ରାଜନୀତି । ଯାହାର ଉତ୍ତରରେ ବିଧାନସଭାକୁ ବୟକଟ କରିଛି କଂଗ୍ରେସ ଦଳ । ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଓ ତାରା ବାହିନୀପତିଙ୍କ ମଧ୍ୟରେ ଚାଲିଥିବା ଟଣାଓଟରାରେ ବର୍ତ୍ତମାନ ଅନ୍ୟ ସଦସ୍ୟ ମଧ୍ୟ ସାମିଲ ହେଲେଣି ।
କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଗତକାଲି ୭ ଦିନ ପାଇଁ ନିଲମ୍ବନ କରିଛନ୍ତି ବାଚସ୍ପତି। ଯାହାର ବିରୋଧ କରି ନ୍ୟାୟ ପାଇଁ ଗାନ୍ଧୀ ମୂର୍ତ୍ତୀ ତଳେ ଶାନ୍ତିପୂର୍ଣ୍ଣ ଭାବରେ କଂଗ୍ରେସ ବିଧାୟକମାନେ ଧାରଣାରେ ବସିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com