Breaking NewsFeaturedଓଡ଼ିଶାରାଜନୀତି

ଆରମ୍ଭରୁ ହଙ୍ଗାମା; ୧୨ଟା ୧୫ ପର୍ଯ୍ୟନ୍ତ ମୁଲତବୀ ଘୋଷଣା

ଭୁବନେଶ୍ୱର: ଗୃହ ଆରମ୍ଭରୁ ହଟ୍ଟଗୋଳ । ପ୍ରଶ୍ନକାଳରେ ବିରୋଧୀଙ୍କ ବିରୋଧ । ହଙ୍ଗାମା ମଧ୍ୟରେ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ବାଚସ୍ପତି ସୁରମା ପାଢୀ ସଦନକୁ ୧୨ଟା ୧୫ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ଗୃହ ଆରମ୍ଭ ହେଉ ହେଉ କଂଗ୍ରେସ ସଦସ୍ୟ ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ ବିରୋଧ ପ୍ରଦର୍ଶନ କରିଥିଲେ । ପରବର୍ତ୍ତୀ ସମୟରେ ଆଇନ ଶୃଙ୍ଖଳାକୁ ନେଇ ବିଜେଡି ମଧ୍ୟ ବିରୋଧ ପ୍ରଦର୍ଶନ କରିଥିଲା । ଏପରି ପରିସ୍ଥିତିକୁ ନେଇ ଗୃହକାର୍ଯ୍ୟରେ ବାଧାସୃଷ୍ଟି ହେବାରୁ ଗୃହକୁ ମୁଲତବୀ ଘୋଷଣା କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com