ଐତିହ୍ୟ ଓ ସଂସ୍କୃତିଓଡ଼ିଶାଜାତୀୟ

ଦୀଘା ଜଗନ୍ନାଥ ମନ୍ଦିର ଲୋକାର୍ପିତ

କୋଲକାତା : ଅକ୍ଷୟ ତୃତୀୟା ଅବସରରେ ପ୍ରତିଷ୍ଠା ହୋଇଛି ପଶ୍ଚିମବଙ୍ଗ ନୀଉ ଦୀଘାସ୍ଥିତ ଜଗନ୍ନାଥ ମନ୍ଦିର । ହଜାର ହଜାର ଲୋକଙ୍କ ସମାବେଶ ମଧ୍ୟରେ ଏହାକୁ ଲୋକାର୍ପଣ କରାଯାଇଛି । ଏହି ମନ୍ଦିରରେ ପଥର ନିର୍ମିତ ବଳଭଦ୍ର, ସୁଭଦ୍ରା ଏବଂ ଜଗନ୍ନାଥଙ୍କୁ ପ୍ରତିଷ୍ଠା କରାଯାଇଛି । ତେବେ ଏହି ମନ୍ଦିରରେ ଜଗନ୍ନାଥ ଧାମ ଲେଖା ଯାଇଥିବାରୁ ଓଡ଼ିଶାରେ ଜଗନ୍ନାଥ ପ୍ରେମୀମାନେ ବିରୋଧ କରିଛନ୍ତି । ଅଧିକ ଖବର ପାଇଁ ଲିଙ୍କରେ କ୍ଲିକ୍ କରନ୍ତୁ…

Related Articles

Back to top button
WP Twitter Auto Publish Powered By : XYZScripts.com