
ଭୁବନେଶ୍ୱର ,ସୋସିଆଲ ମିଡିଆ ପୋଷ୍ଟରେ ଲେଖିଲେ ଗଣତନ୍ତ୍ରର ଅପମାନ ।ଆମେ ଏକ ଗଣତାନ୍ତ୍ରିକ ଦେଶରେ ଭୋଟ ଦେଉ, ଭୋଟର ଆଇଡି ଏବଂ ଏପିକ୍ ନମ୍ବର ଆବଶ୍ୟକ କରୁ ।
ସଭାପତି ଭୋଟ୍ ଦେବାକୁ ହେଲେ ସଦସ୍ୟତା ନମ୍ବର ରହିବା ଉଚିତ୍ । ଯଦି ସଦସ୍ୟଙ୍କ ନମ୍ବର ନାହିଁ, ତେବେ ନିର୍ବାଚନ ନିୟମାନୁମୋଦିତ ନୁହେଁ ।
ଦଳ ଦ୍ୱାରା ପରିଚାଳିତ ନିର୍ବାଚନ ପ୍ରକୟିୟା ନିୟମାନୁମୋଦିନ ନ ଥିଲା । ଯାହାକି ଗଣତନ୍ତ୍ର ପ୍ରତି ଅପମାନ ବୋଲି ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି ଶ୍ରୀମୟୀ ।
ପାଣ୍ଡିଆନଙ୍କୁ ଧ୍ରୁତରାଷ୍ଟ୍ର ଓ ଭଣ୍ଡ କହି ସୋସିଆଲ ମିଡିଆରେ ମନ୍ତବ୍ୟ ଦେବା କାରଣରୁ ଶ୍ରୀମୟୀଙ୍କୁ ଗତକାଲି ରାତିିରେ ଦଳରୁ ନିଲମ୍ବନ କରାଯାଇଛି ।
ଯାହାପରେ ଗତ ରାତିରେ ଏକ ପୋଷ୍ଟ ଶେୟାର କରି ଶ୍ରୀମୟୀ କହିଥିଲେ, କାହା ସହିତ ସାଲିସ କିରିନି ନା କେବେ କରିବି ନାହିଁ ।