ଅନ୍ୟାନ୍ୟଓଡ଼ିଶା

ଗଞ୍ଜେଇ ଚାଲାଣ ପାଇଁ ଭିନ୍ନ ତରିକା।

ଭୁବନେଶ୍ୱର,ସନ୍ଦେହ କରି ଗୋଡେଇ ଗୋଡେଇ ଧରିଲା, ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ….

ଏହା ପରେ ଗଞ୍ଜେଇ ଗାଡିକୁ ଧରିଛି NCB । ତେବେ ଜଣଙ୍କୁ ଧରିଥିବା ବେଳେ ଅନ୍ୟ ଜଣେ, ଖସିଯାଇଛି।

କାର ଭିତରୁ ଜବତ ହୋଇଛି ୧୭୧ କେଜିର ଗଞ୍ଜେଇ।

ତାସହ ତଦନ୍ତ ଜାରି ରଖିଛି ନାର୍କୋଟିକ କଣ୍ଟ୍ରୋଲ୍ ବ୍ୟୁରୋ।

ମୟୁରଭଞ୍ଜ କପ୍ତିପଦା ଅଞ୍ଚଳରୁ ଏକ ବିଳାସପୂର୍ଣ୍ଣ ଗାଡ଼ିକୁ ଭୁବନେଶ୍ବର NCB ଜବତ କରିଛି।

ପାଖାପାଖି ୫୦ କିଲୋମିଟର ଯାଏଁ ଚାଲିଥିଲା ଗୋଡ଼ା ଗୋଡ଼ି।

Related Articles

Back to top button