ଅନ୍ୟାନ୍ୟରାଜନୀତି

ସାଂସଦମାନଙ୍କୁ ନିଲମ୍ବନ କରାଯିବା ଉପରେ ତୀବ୍ର ପ୍ରତିବାଦ

 ଭୁବନେଶ୍ୱର ,ଆଜି ଲୋକସଭା ଆରମ୍ଭ ହେବା ମାତ୍ରେ, ପୁଣି ଥରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା।

ବିରୋଧୀ ଦଳଗୁଡ଼ିକ ସାଂସଦମାନଙ୍କୁ ନିଲମ୍ବନ କରାଯିବା ଉପରେ, ତୀବ୍ର ପ୍ରତିବାଦ କରିଥିଲେ।

ଯାହା ଫଳରେ ବାଚସ୍ପତି ଦିନ ୧୨ଟା ପର୍ଯ୍ୟନ୍ତ କାର୍ଯ୍ୟକୁ, ମୁଲତବୀ ରଖିବାକୁ ବାଧ୍ୟ ହୋଇଥିଲେ।

ବର୍ତ୍ତମାନ୍ ପୁର୍ନବାର ହଙ୍ଗାମା ଯୋଗୁଁ, ବାଚସ୍ପତି ଅପରାହ୍ନ ୨ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କରିଛନ୍ତି।

Related Articles

Back to top button