Featuredଓଡ଼ିଶାମନୋରଞ୍ଜନ

ପ୍ରଯୋଜକ ଟୁଟୁ ନାୟକଙ୍କୁ କୋର୍ଟରୁ ମିଳିଲା ଆସ୍ୱସ୍ତି

ପ୍ରଯୋଜକ ଟୁଟୁ ନାୟକଙ୍କୁ କୋର୍ଟରୁ ମିଳିଲା ଆସ୍ୱସ୍ତି । ୫୦ ହଜାର ଟଙ୍କା ଓ ଜଣେ ଜାମିନଦାର ବଳରେ ମିଳିଲା ଜାମିନ। ଭୁବନେଶ୍ୱର SDJM କୋର୍ଟ ତରଫରୁ ତାଙ୍କୁ ଆଜି ଜାମିନ ମିଳିଛି।

ସାମ୍ବାଦିକାଙ୍କୁ ମାଡ଼ ମରା ଘଟଣାରେ ଶନିବାର ଦିନ ଗିରଫ ହୋଇ ଜେଲରେ ଥିଲେ ଟୁଟୁ ନାୟକ । ଦଫା ୩୫୪, ୩୪୧, ୩୨୩, ୨୯୪ ରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ‘ପ୍ରଥା’ ଫିଲ୍ମର ପ୍ରିମିୟର ବେଳେ ଶ୍ରୀୟା ସ୍ବାତି କମ୍ପ୍ଲେକ୍ସ ଭିତରେ ଘଟିଥିଲା ଘଟଣା । ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିବା ନେଇ ଖାରବେଳନଗର ଥାନାରେ ହୋଇଥିଲା ମାମଲା ।

Related Articles

Back to top button
WP Twitter Auto Publish Powered By : XYZScripts.com