କ୍ରୀଡ଼ା

କୋହଲି ମୋ ଉପରକୁ ଛେପ ପକାଇଥିଲେ

କୋହଲି ମୋ ଉପରକୁ ଛେପ ପକାଇଥିଲେ। ଦକ୍ଷିଣ ଆଫ୍ରିକାର ପୂର୍ବତନ ଷ୍ଟାର କ୍ରିକେଟର ଡିନ ଏଲଗାର ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଉପରେ ଏଭଳି ବଡ଼ ଆରୋପ ଲଗାଇଛନ୍ତି।

୨୦୧୫ରେ କୋହଲିଙ୍କ ସହ ହୋଇଥିବା ତାଙ୍କର ପ୍ରଥମ ସାକ୍ଷାତ ସମ୍ପର୍କରେ ଜଣାଇ ଏଲଗାର କହିଛନ୍ତି ଯେ ସେତେବେଳେ ଉଭୟଙ୍କ ମଧ୍ୟରେ ବହୁତ ଝଗଡ଼ା ହୋଇଥିଲା। ୟୁଟ୍ୟୁବ ଚ୍ୟାନେଲ ବେଟୱେ ଦକ୍ଷିଣ ଆଫ୍ରିକାରେ ଏଲଗାର ଏହି ଖୁଲାସା କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com