-
ସ୍ୱାସ୍ଥ୍ୟ
ବିଏସକେଓ୍ବାଇରେ ଯୋଡି ହେଲା ଅଧି୍କ ଘରୋଇ ହସ୍ପିଟାଲ
ବିଏସକେଓ୍ବାଇରେ ଯୋଡି ହେଲା ଅଧି୍କ ଘରୋଇ ହସ୍ପିଟାଲ। ୮୧୬ ସୁପର ସ୍ପେଶିଆଲିଟି ଘରୋଇ ହସ୍ପିଟାଲ ବିଏସକେଓ୍ବାଇରେ ଯୋଡି ହୋଇଛି। ଏଥିରେ ୧୬ଟି ପ୍ରମୁଖ ରାଜ୍ୟର ୧୬୦ଟି ଘରୋଇ…
Read More » -
ଶିକ୍ଷା
ପ୍ରତି ସ୍କୁଲରେ ଆସନ୍ତା ବୋର୍ଡ ପରୀକ୍ଷାରେ ୩ ପ୍ରତିଶତ ଇ୧ ଗ୍ରେଡ ଓ ୫ ପ୍ରତିଶତ ଇ୨ ଗ୍ରେଡ ପାସ୍ ହାର ପାଇଁ ଟାର୍ଗେଟ ଦିଆଯାଇଛି
ଅନୁଗୁଳରେ ଜିଲ୍ଲାରେ ଏକ ନିଆରା ପଦକ୍ଷେପ ଗ୍ରହଣ କରାଯାଇଥିବା ଦେଖିବାକୁ ମିଳିଛି। ଜିଲ୍ଲାର ପ୍ରତି ସ୍କୁଲରେ ଆସନ୍ତା ବୋର୍ଡ ପରୀକ୍ଷାରେ ୩ ପ୍ରତିଶତ ଇ୧ ଗ୍ରେଡ ଓ…
Read More » -
ଓଡ଼ିଶା
ସପ୍ତାହେ ଧରି ପ୍ରବଳ ଥଣ୍ଡାରେ କଲବଲ ହେଉଥିବା ବେଳେ ଓଡ଼ିୀଶାବାସୀଙ୍କୁ କାଲିଠାରୁ ତ୍ରାହି ମିଳିବ
ସପ୍ତାହେ ଧରି ପ୍ରବଳ ଥଣ୍ଡାରେ କଲବଲ ହେଉଥିବା ବେଳେ ଓଡ଼ିୀଶାବାସୀଙ୍କୁ କାଲିଠାରୁ ତ୍ରାହି ମିଳିବ । ପାରଦ ଉପରମୁହାଁ ହୋଇଥିବା ବେଳେ ଥଣ୍ଡା ମଧ୍ୟ କମିବ ବୋଲି…
Read More » -
ଓଡ଼ିଶା
ଜାନୁଆରୀ ୧୭ରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ
ଜାନୁଆରୀ ୧୭ରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ପ୍ରଥମେ ଜଗନ୍ନାଥଙ୍କୁ କରାଗଲା ନିମନ୍ତ୍ରଣ। ଶ୍ରୀମନ୍ଦିର ପରିକ୍ରମାର ଲୋକାର୍ପଣ ସମ୍ପର୍କିତ ନିମନ୍ତ୍ରଣ ପତ୍ର ଶ୍ରୀମନ୍ଦିର ପ୍ରଶାସନ…
Read More » -
ଓଡ଼ିଶା
ବିଡିଏ ପକ୍ଷରୁ ରାଜଧାନୀରେ ପ୍ରଥମକରି ଏକ ପଶୁ ଯତ୍ନ କେନ୍ଦ୍ର କରିବା ପାଇଁ ଯୋଜନା କରାଯାଇଛି
ବିଡିଏ ପକ୍ଷରୁ ରାଜଧାନୀରେ ପ୍ରଥମକରି ଏକ ପଶୁ ଯତ୍ନ କେନ୍ଦ୍ର କରିବା ପାଇଁ ଯୋଜନା କରାଯାଇଛି। ଏଠାରେ ଗୃହପାଳିତ ପଶୁମାନଙ୍କୁ ଚିକିତ୍ସାଠାରୁ ଆରମ୍ଭ କରି ପୋଷା କୁକୁରଙ୍କୁ…
Read More » -
ସ୍ୱାସ୍ଥ୍ୟ
ରାଉରକେଲାରେ ସ୍ଥିତି ସୁଧୁରୁଥିବା କୁହାଯାଉଥିବାବେଳେ ପୁଣି ଜଣଙ୍କ ଜୀବନ ନେଇଛି ହଇଜା
ରାଉରକେଲାରେ ସ୍ଥିତି ସୁଧୁରୁଥିବା କୁହାଯାଉଥିବାବେଳେ ପୁଣି ଜଣଙ୍କ ଜୀବନ ନେଇଛି ହଇଜା । ଆଇଜିଏଚରେ ଚିକିିତ୍ସାଧୀନ ଅବସ୍ଥାରେ ୪୧ବର୍ଷିୟ ସାବିତ୍ରୀ ନାମକ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି…
Read More » -
ମନୋରଞ୍ଜନ
ଶ୍ରୀଲଙ୍କାରୁ ସୁନ୍ଦରୀ ଜ୍ୟାକଲିନ ପ୍ରାୟ ୧୪ ବର୍ଷ ପୂର୍ବେ ବଲିଉଡରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ
ଶ୍ରୀଲଙ୍କାରୁ ସୁନ୍ଦରୀ ଜ୍ୟାକଲିନ ପ୍ରାୟ ୧୪ ବର୍ଷ ପୂର୍ବେ ବଲିଉଡରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ଜ୍ୟାକଲିନ ଅଭିନୟ ଏବଂ ମଡେଲିଂ ମାଧ୍ୟମରେ ନିଜର ପରିଚୟ ସୃଷ୍ଟି…
Read More » -
ମନୋରଞ୍ଜନ
ଶାହାରୁଖ ଖାନ ଚଳିତ ବର୍ଷର ତୃତୀୟ ବ୍ଲକବଷ୍ଟର ଫିଲ୍ମ ଭେଟି ଦେବାକୁ ପ୍ରସ୍ତୁତ ହେଉଛନ୍ତି
ସୁପରଷ୍ଟାର ଶାହାରୁଖ ଖାନ ଚଳିତ ବର୍ଷର ତୃତୀୟ ବ୍ଲକବଷ୍ଟର ଫିଲ୍ମ ଭେଟି ଦେବାକୁ ପ୍ରସ୍ତୁତ ହେଉଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ୩ ଲକ୍ଷ ୬୪…
Read More » -
ମନୋରଞ୍ଜନ
ଶାହରୁଖ ଖାନ୍ ଏବେ ନିଜର ବହୁ ପ୍ରତିକ୍ଷୀତ ଫିଲ୍ମ ଡଙ୍କିକୁ ନେଇ ଚର୍ଚ୍ଚାରେ ଅଛନ୍ତି
ଶାହରୁଖ ଖାନ୍ ଏବେ ନିଜର ବହୁ ପ୍ରତିକ୍ଷୀତ ଫିଲ୍ମ ଡଙ୍କିକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହାରି ମଧ୍ୟରେ ଗତ ରାତିରେ ତାଙ୍କ ଫିଲ୍ମ ଡଙ୍କି ବିଶ୍ୱର…
Read More » -
ମନୋରଞ୍ଜନ
ବଲିଉଡର ବିବାଦୀୟ ଅଭିନେତ୍ରୀ କଙ୍ଗନା ରଣାୱତ ସବୁବେଳେ ତାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ
ବଲିଉଡର ବିବାଦୀୟ ଅଭିନେତ୍ରୀ କଙ୍ଗନା ରଣାୱତ ସବୁବେଳେ ତାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରୁହନ୍ତି। ହେଲେ କିଛିଦିନ ହେବ ନିର୍ବାଚନ ଲଢିବେ କି ନାହିଁ ସେ…
Read More »