ମନୋରଞ୍ଜନ

ଦେବରା ପାର୍ଟ-୧ର ନୂଆ ରିଲିଜ୍ ତାରିଖ ଘୋଷଣା କରାଯାଇଛି

ଦେବରା ପାର୍ଟ-୧ର ନୂଆ ରିଲିଜ୍ ତାରିଖ ଘୋଷଣା କରାଯାଇଛି। ଜୁନିୟର ଏନଟିଆର ଏବଂ ନିଜେ ନିର୍ମାତା ମାନେ ସୋସିଆଲ ମିଡିଆ ଜରିଆରେ ଏହି ସୂଚନା ଦେଇଛନ୍ତି ।

ଅଭିନେତା ତାଙ୍କ ଇନଷ୍ଟାଗ୍ରାମରେ ଫିଲ୍ମର ଏକ ଦମଦାର ପୋଷ୍ଟର ସେୟାର କରିଛନ୍ତି। ଏହି ପୋଷ୍ଟରରେ ଫିଲ୍ମର ନୂଆ ରିଲିଜ ଡେଟ ଲେଖାଯାଇଛି। ଏହା ଅନୁଯାୟୀ ଜୁନିୟର ଏନଟିଆରଙ୍କ ଫିଲ୍ମ ଅକ୍ଟୋବର ୧୦ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଛି।

Related Articles

Back to top button