ମନୋରଞ୍ଜନ

ଓଡ଼ିଆ ଝିଅ ତେଲଗୁ ନାୟିକା

ମାଲକାନଗିରିର ଝିଅ ତେଲଗୁ ଫିଲ୍ମର ନାୟିକା । ମାଲକାନଗିରି କାଲିମେଳା ବ୍ଲକ ଏମ୍ଭି ୭୫ ଗାଁର ମୋନିକା ସମାଦ୍ଦାର । ତେଲଗୁ ଫିଲ୍ମରେ ଅଭିନୟ କରି ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି ।

ଶ୍ରୀ ଶ୍ରୀନିବାସ କ୍ରିଏସନ୍ ଦ୍ୱାରା ନିର୍ମିତ ତେଲଗୁ ଚଳଚ୍ଚିତ୍ର ‘ଗାରାଗା’ରେ ନାୟିକା ଭାବେ ସେ ନଜର ଆସିବେ । ଏହି ଫିଲ୍ମର ସୁଟିଂ ଏବେ ଆନ୍ଧ୍ରପ୍ରଦେଶରେ ଚାଲିଛି । ମୋନିକା ମାଲକାନଗିରିରେ ପାଠ ପଢା ଶେଷ କରିବା ପରେ ହାଇଦ୍ରାବାଦରେ ଦୁଇ ବର୍ଷ ଡ୍ୟାନ୍ସ ଶିଖିବା ପରେ ଧାରାବାହିକାରେ ଅଭିନୟ କରିବାର ସୁଯୋଗ ମିଳିଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com