ମନୋରଞ୍ଜନ
-
ଦୀପାବଳିରେ ମୁକ୍ତିଲାଭ କରିଛି ସଲମାନ, କ୍ୟାଟ୍ରିନା ଟାଇଗର-୩
ଦୀପାବଳି ଅବସରରେ ମୁକ୍ତିଲାଭ କରିଛି ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଅଭିନୀତ ଟାଇଗର-୩। ମନୀଷ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ପ୍ରଥମ ଶୋ’ରୁ ହିଁ ଦର୍ଶକଙ୍କ…
Read More » -
ପରିଣିତି ଚୋପ୍ରାଙ୍କ ସହିତ ବିବାହ ପରେ ରାଘବ ଚଢା ତାଙ୍କର ପ୍ରଥମ ଜନ୍ମଦିନ ପାଳନ
ପରିଣିତି ଚୋପ୍ରାଙ୍କ ସହିତ ବିବାହ ପରେ ଶନିବାର ଅର୍ଥାତ୍ ନଭେମ୍ବର ୧୧ରେ ରାଘବ ଚଢା ତାଙ୍କର ପ୍ରଥମ ଜନ୍ମଦିନ ପାଳନ କରୁଛନ୍ତି। ସ୍ବାମୀଙ୍କ ଏହି ବିଶେଷ ଦିନରେ…
Read More » -
ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି କୋଟିପତି ବ୍ୟାଙ୍କର୍
ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି କୋଟିପତି ବ୍ୟାଙ୍କର୍ ଉଦୟ କୋଟାକ୍ଙ୍କ ପୁଅ ଜୟ କୋଟାକ। ମଙ୍ଗଳବାର ଜିଓ କନ୍ଭେନ୍ଶନ ସେଣ୍ଟରରେ ଆୟୋଜିତ ଭବ୍ୟ ସମାରୋହରେ ପୂର୍ବତନ ମିସ୍…
Read More » -
ବାୟୋପିକ୍ରେ ନଜର ଆସିବେ ସାଉଥ୍ ସୁପରଷ୍ଟାର ଧନୁଷ
ଖ୍ୟାତନାମା ସଂଗୀତଜ୍ଞ ଇଲାୟାରାଜାଙ୍କ ବାୟୋପିକ୍ରେ ନଜର ଆସିବେ ସାଉଥ୍ ସୁପରଷ୍ଟାର ଧନୁଷ। ଏନେଇ ଆଧିକାରୀକ ଭାବେ ଘୋଷଣା ହୋଇଛି। ଆସନ୍ତା ବର୍ଷ ଏହାର ଶୁଟିଂ ଆରମ୍ଭ ହେବ।…
Read More » -
ଆସନ୍ତା ବର୍ଷ ଫେବୃୟାରୀରେ ଉଭୟଙ୍କ ବିବାହ ହେବ
ହାତକୁ ଦୁଇ ହାତ ହେବେ ଟେଲି ଅଭିନେତ୍ରୀ ଦିବ୍ୟା ଅଗ୍ରଓ୍ବାଲ। ପ୍ରେମିକ ଅପୂର୍ବ ପଡଗାଓଁକରଙ୍କ ସହ ବାକିତକ ଜୀବନ ବିତାଇବାଲାଗି ସେ ବେଶ ଏକ୍ସଟାଇଟେଡ୍। ଆସନ୍ତା ବର୍ଷ…
Read More » -
ଅନନ୍ୟା ପାଣ୍ଡେ ଶେୟାର କରିଛନ୍ତି ଯେ ସେ ମୁମ୍ବାଇରେ ଏକ ନୂଆ ଘର
ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏବେ ଇଣ୍ଡଷ୍ଟ୍ରିର ଜଣେ ଆଗଧାଡିର ଅଭିନେତ୍ରୀ। ଅନନ୍ୟା ଖୁବ କମ ସମୟ ମଧ୍ୟରେ ଇଣ୍ଡଷ୍ଟ୍ରିରେ ବଡ଼ ସଫଳତା ହାସଲ କରିଛନ୍ତି।…
Read More » -
ରଣବୀର ସିଂ ମୁମ୍ବାଇରେ ଦୁଇଟି ଆପାର୍ଟମେଣ୍ଟ ବିକ୍ରି
ବଲିଉଡ ଅଭିନେତା ରଣବୀର ସିଂ ମୁମ୍ବାଇରେ ଦୁଇଟି ଆପାର୍ଟମେଣ୍ଟ ବିକ୍ରି କରିଛନ୍ତି। ମନି କଣ୍ଟ୍ରୋଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ମୁମ୍ବାଇର ଗୋରେଗାଓଁ ଅଞ୍ଚଳରେ ଥିବା ଏହି ଦୁଇଟି…
Read More » -
ଚଳଚ୍ଚିତ୍ର ‘ଟୁଏଲ୍ଭଥ୍ ଫେଲ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି ଅଭିନେତା ବିକ୍ରାନ୍ତ ମେସି।
ଚଳଚ୍ଚିତ୍ର ‘ଟୁଏଲ୍ଭଥ୍ ଫେଲ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି ଅଭିନେତା ବିକ୍ରାନ୍ତ ମେସି। ଏଥିରେ ତାଙ୍କର ନିଖୁଣ ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖୁଛି। ଏଥିରୁ ବାଦ୍ ପଡ଼ିନାହାନ୍ତି ଫିଲ୍ମନିର୍ମାତା…
Read More » -
ଆଖିବୁଜିଲେ ଆଉ ଜଣେ ଅଭିନେତ୍ରୀ।
ପୁଣି ଫିଲ୍ମ ଜଗତରୁ ଆସିଲା ଦୁଃଖଦ ଖବର। ଆଖିବୁଜିଲେ ଆଉ ଜଣେ ଅଭିନେତ୍ରୀ। ଥରେ କି ଦୁଇ ଥର ନୁହେଁ ୪ ଥର ହୃଦ୍ଘାତ ହେବା ପରେ…
Read More »
