ଜାତୀୟ
-
ଚାଉଳ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଭାରତ
ଭଙ୍ଗା ଚାଉଳ ସମ୍ପର୍କରେ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଭାରତ ଆଜିଠାରୁ ଭଙ୍ଗା ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛି। ବୈଦେଶିକ ବାଣିଜ୍ୟର ମହାନିର୍ଦ୍ଦେଶକ…
Read More » -
ଏଣିକି ଓଡ଼ିଶାର ପ୍ରସିଦ୍ଧ ମନ୍ଦିର ଗୁଡିକ ପାଇଁ ଅନଲାଇନରେ ହୋଇ ପାରିବ ଟିକେଟ
ଭୁବନେଶ୍ୱର, ୦୮/୦୯/୨୦୨୨- ଶୃଙ୍ଖଳିତ ପୂଜା, ଦର୍ଶନ ଓ ପ୍ରସାଦ ସେବନ ପାଇଁ ରାଜ୍ୟ ସରକାର ଏକ ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି । ତାମିଲନାଡୁ ଓ କର୍ଣ୍ଣାଟକ…
Read More » -
ରାଷ୍ଟ୍ରୀୟ ସମ୍ମିଳନୀରେ ଯୋଗ ଦେଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ
ନୂଆଦିଲ୍ଲୀ ; ୮।୯ ବିଜ୍ଞାନ ଭବନରେ ଅନୁଷ୍ଠିତ ହୋଇଛି ସମବାୟ ମନ୍ତ୍ରୀଙ୍କ ରାଷ୍ଟ୍ରୀୟ ସମ୍ମିଳନୀ । କେନ୍ଦ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏହି ସମ୍ମିଳନୀ ଅନୁଷ୍ଠିତ…
Read More » -
ଦେଶର ୧୦୦ଟି ସ୍ଥାନରେ ରାଜନୈତିକ ଦଳଗୁଡ଼ିକ ଉପରେ ଚଢ଼ାଉ କଲା ଆୟକର ବିଭାଗ
ଦୁର୍ନୀତି ଅଭିଯୋଗରେ ଦେଶରେ ପଞ୍ଜିକୃତ ଅଣମାନ୍ୟତାପ୍ରାପ୍ତ ରାଜନୈତିକ ଦଳ ଉପରେ ଆୟକର ବିଭାଗର ଚଢ଼ାଉ ଜାରି ରହିଛି। କୋଟି କୋଟି ଟଙ୍କାର କର ନ ଦେଇ ଦେଶର…
Read More » -
ବରିଷ୍ଠ ନାଗରିକମାନେ ପୁନର୍ବାର ରେଳ ଭଡାରେ ରିହାତି ପାଇବେ!
ଭାରତୀୟ ରେଳବାଇ ପୁଣି ଥରେ ବରିଷ୍ଠ ନାଗରିକଙ୍କୁ ଭଡା ରିହାତି ଦେବାକୁ ଚିନ୍ତା କରୁଛି। ଯଦି ଏହି ନିୟମ ଲାଗୁ ହୁଏ, ତେବେ ପୁନର୍ବାର ବରିଷ୍ଠ ନାଗରିକ…
Read More » -
ସୁପ୍ରିମକୋର୍ଟରେ ହେବ ‘ଗ୍ରୀନ ବେଞ୍ଚ’
ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟର ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବାଧୀନ ସାମ୍ବିଧାନିକ ଖଣ୍ଡପୀଠ ‘ଗ୍ରୀନ ବେଞ୍ଚ’ (ସବୁଜ ଖଣ୍ଡପୀଠ) ହେବାକୁ ଯାଉଛି। ସେ ଓକିଲମାନଙ୍କୁ କୌଣସି କାଗଜପତ୍ର…
Read More » -
ଆହୁରି ୫ ଦିନ ବର୍ଷା, ଗମ୍ଭୀର ହେବ ବେଙ୍ଗାଲୁରୁ ସ୍ଥିତି!
ବେଙ୍ଗାଲୁରୁରେ ସପ୍ତାହେ ହେଲା ପ୍ରବଳ ବର୍ଷା ଜାରି ରହିଛି। ୩ ଦିନ ହେଲା ସାରା ସହରରେ ପାଣି ଜମି ରହିଛି। ଅନେକ ରାସ୍ତାଘାଟ, କଲୋନୀ, ଅଫିସ୍ ବୁଡିଯାଇଛି।…
Read More » -
ଗୁରୁବାର ଅନୁଷ୍ଠିତ ହେବ ଜଗନ୍ନାଥଙ୍କ ବଳୀବାମନ ବେଶ
ପୁରୀ, ୦୮/୦୯/୨୦୨୨- ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥିରେ ବୁଧବାର ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ସମ୍ପର୍ଣ୍ଣ ହେବା ପରେ ଗୁରୁବାର ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବଳୀବାମନ ବେଶ…
Read More » -
କର୍ତ୍ତବ୍ୟ ପଥର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ନୂଆ ଦିଲ୍ଲୀ ; ୮-୯ ଆଜିଠାରୁ ରାଜପଥ ନାମ ବଦଳି ଯିବ। ବିଜୟ ଚୌକ ଓ ଇଣ୍ଡିଆ ଗେଟକୁ ସଂଯୋଗ କରୁଥିବା ରାସ୍ତା ରାଜପଥ, ବର୍ତ୍ତମାନ ଇତିହାସରେ…
Read More » -
ମୁଦ୍ରା କାରବାର ପାଇଁ ‘ସତର୍କ ତାଲିକା’ ଜାରି କଲା ରିଜର୍ଭ ବ୍ୟାଙ୍କ
ବିନିମୟ ମୁଦ୍ରା କାରବାର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ‘ସତର୍କ ତାଲିକା’ ଜାରି କରିଛନ୍ତି। ସ୍ବୀକୃତି ପାଇନଥିବା ସଂସ୍ଥାଗୁଡ଼ିକ ସହ କାରବାର ନକରିବା ଲାଗି ଏହା ଜରିଆରେ…
Read More »