ଅନ୍ତର୍ଜାତୀୟ

ଇରାନର ସବୁଠାରୁ ବଡ ଓ ଶକ୍ତିଶାଳୀ ହେଉଛି ‘ସୁପ୍ରିମ ଲିଡର’ ପଦବୀ

ଇରାନର ସବୁଠାରୁ ବଡ ଓ ଶକ୍ତିଶାଳୀ ହେଉଛି ‘ସୁପ୍ରିମ ଲିଡର’ ପଦବୀ । ବର୍ତ୍ତମାନ ଇରାନ ସୁପ୍ରିମ ଲିଡର ଅୟତୁଲ୍ଲା ଅଲ୍ଲି ଖାମିନେଇଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିିବା ପରେ ପରବର୍ତ୍ତୀ ଉତ୍ତରାଧିକାରୀ କିଏ ହେବ ତାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଲାଗିରହିଛି ।

ତାଙ୍କ ଡାକ୍ତରୀ ଟିମଙ୍କ ମୁଖ୍ୟଙ୍କ କହିବାନୁଯାୟୀ ଖାମିନେଇଙ୍କ ବୟସ ୮୫ ଥିବା ସତ୍ତେ୍ୱ ସେ ଫିଟ୍ ଅଛନ୍ତି । ଅଲି ଖାମିନେଇଙ୍କ ଦ୍ୱିତୀୟ ପୁଅ ମୋଜତାବା ତାଙ୍କ ଦାୟିତ୍ୱ ଗ୍ରହଣ କରିବେ ବୋଲି ଚର୍ଚ୍ଚା ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com