ମନୋରଞ୍ଜନ

ବରିଷ୍ଠ ତଥା ଲୋକପ୍ରିୟ ଅଭିନେତ୍ରୀ ଫରୀଦା ଜଲାଲ ବଡ ପରଦାରେ ଦେଖିବାକୁ ଦର୍ଶକ ସର୍ବଦା ପସନ୍ଦ କରିଥାନ୍ତି

ବରିଷ୍ଠ ତଥା ଲୋକପ୍ରିୟ ଅଭିନେତ୍ରୀ ଫରୀଦା ଜଲାଲ ବଡ ପରଦାରେ ଦେଖିବାକୁ ଦର୍ଶକ ସର୍ବଦା ପସନ୍ଦ କରିଥାନ୍ତି । ଫରୀଦା ଟେଲିଭିଜନ ପରଦାରେ ବି ବହୁ ସ୍ମରଣୀୟ ଭୂମିକା ନିଭାଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଫରୀଦା ଏବେ ଲୋକପ୍ରିୟ ଫିଲ୍ମ ଫ୍ରାଞ୍ଚାଇଜ୍ ୱେଲକମ୍‌ର ଅଂଶ ହେବାକୁ ଯାଉଛନ୍ତି । ରିପୋର୍ଟରୁ ଜଣାଯାଇଛି କି ଫରୀଦାଙ୍କୁ ଏହି ଫ୍ରାଞ୍ଚାଇଜ୍‌ର ତୃତୀୟ ଫିଲ୍ମରେ କାଷ୍ଟ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com