ଅନ୍ୟାନ୍ୟ

ଗିରଫ ହେଲେ ହନିଟ୍ରାପ କୁଇନ୍ ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁ

ଭୁବନେଶ୍ୱର: ୭ ଦିନ ଧରି ପଚରା ଉଚରା କରିବା ପରେ ଶେଷରେ ହନିଟ୍ରାପ କୁଇନ୍ ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁଙ୍କୁ ଗିରଫ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମନିଲଣ୍ଡରିଂ ନିବାରଣ ଆକ୍ଚର ଧାରା ୧୧ ଅନୁଯାୟୀ ଅର୍ଚ୍ଚନାଙ୍କୁ ଇଡି ଗିରଫ କରିଛି । ପୂର୍ବରୁ ଅର୍ଚ୍ଚନାର ସହଯୋଗୀ ଖଗେଶ୍ୱର ପ୍ରଧାନଙ୍କୁ ଇଡି ଗିରଫ କରିଥିଲା । ଆଜି ବ୍ଲାକମେଲ୍ ଓ ଏକ୍ସଟର୍ସନ ମାମଲାରେ ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଏସଡିଜେଏମ କୋର୍ଟ ଭୁବନେଶ୍ୱରରେ ହାଜର ହୋଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com