ଭାଇରାଲ୍ ଭିଡିଓ

ମଣିଷଙ୍କ ପରି ରାସ୍ତାରେ ଛିଡା ହୋଇ ଗୁପ୍ଚୁପ ଖାଇବାକୁ ଲାଗିଲା ହାତୀ, ଦୋକାନୀ ମାଗିଲା ପଇସା ?

ଭୁବନେଶ୍ୱର: ଗୁପ୍ଚୁପ ନା ଶୁଣିଲେ ପାଟିରୁ ଲାଲ ଚାଲିଆସେ । ମସଲା ଭରା ଆଳୁ ଚକଟା ସାଙ୍ଗକୁ ଖଟା ପାଣି । ଥରେ ଯିଏ ଖାଇଛି ତାର ମଜା ସେ ଜାଣିଛି । ହେଲେ ଆପଣ କେବେ ଦେଖିଛନ୍ତି କି ହାତୀ ଗୁପ୍ଚୁପ ଖାଉଥିବାର ।

ଆସାମର ତେଜପୁରରେ ହାତୀ ଗୁପ୍ଚୁପ ଖାଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

https://twitter.com/ipskabra/status/1580168257092616193?s=20&t=IRrVKo2U7LqQge2yLJFPVA

ଭିଡିଓ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି ଯେ, ହାତୀ ମଧ୍ୟ ମଣିଷ ଭଳି ମସଲାଯୁକ୍ତ ଖାଦ୍ୟ ଖାଇବାକୁ ପସନ୍ଦ କରେ । ସେଥିପାଇଁ ତ ଗୁପ୍ଚୁପ ବିକ୍ରି କରୁଥିବା ବ୍ୟକ୍ତି ଜଣକ ହାତୀକୁ ଗୋଟିଏ ପରେ ଗୋଟିଏ ଗୁପ୍ଚୁପ ବଢ଼େଇ ଚାଲିଛି।

ମଣିଷଙ୍କ ପରି ଗୁପ୍ଚୁପ ଖାଇଚାଲିଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com