Featuredଅନ୍ତର୍ଜାତୀୟଜାତୀୟ

ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର, ଯାତ୍ରା ସମୟରେ ବିମାନରେ ଦେଖିପାରିବେ ଫିଲ୍ମ ଏବଂ ୱେବ୍ ସିରିଜ୍

ଭୁବନେଶ୍ୱର: ଯଦି ଆପଣ ବିମାନରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ। ବର୍ତ୍ତମାନ ଆପଣ ବିମାନରେ ଯାତ୍ରା କରିବା ସମୟରେ ଚଳଚ୍ଚିତ୍ର ଏବଂ ୱେବ୍ ସିରିଜ୍ ର ଉପଭୋଗ କରିପାରିବେ। ବିମାନ କମ୍ପାନୀ ଏୟାର ଏସିଆ, କ୍ଲାଉଡ୍ ଟେକ୍ନୋଲୋଜି କମ୍ପାନୀ ସୁଗାର ବକ୍ସ ସହ ସହଭାଗିତାରେ ବିମାନ ଉଡ଼ାଣ ସମୟରେ ବିମାନ ଭିତରେ ୱାଇଫାଇ ସୁବିଧା ଯୋଗାଇବା ଆରମ୍ଭ କରିଛି।

ଏୟାର ଏସିଆରେ ଯାତ୍ରା କରୁଥିବା ଲୋକଙ୍କୁ OTT ଆପ୍ସରୁ ୱେବ୍ ସିରିଜ୍, କ୍ଷୁଦ୍ର ଚଳଚ୍ଚିତ୍ର ଏବଂ ୧୦୦୦ ରୁ ଅଧିକ ଭାରତୀୟ ଭାଷାର ଇନ-ଫ୍ଲାଇଟ୍ ସିଷ୍ଟମ ମାଧ୍ୟମରେ ଷ୍ଟ୍ରିମ୍ କରିବାକୁ ଅନୁମତି ଦେବ। ଏହା ସହ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମଧ୍ୟ ଆପଣ ଯାତ୍ରା ସମୟରେ ଦେଖିପାରିବେ ।

 

Related Articles

Back to top button
WP Twitter Auto Publish Powered By : XYZScripts.com