ଅନ୍ତର୍ଜାତୀୟ

ଆମେରିକାର ନ୍ୟୁ ଜର୍ସିରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି

ଆମେରିକାର ନ୍ୟୁ ଜର୍ସିରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲିକପ୍ଟରରେ ଥିବା ପାଇଲଟ ଏବଂ ଫଟୋଗ୍ରାଫରଙ୍କର ମୃତ୍ୟୁ ଘଟିଛି। ଏକ ରିପୋର୍ଟରୁ ପ୍ରକାଶ ଯେ, ଟେଲିଭିଜନ ଆଉଟ୍‌ଲେଟ୍‌ର ଜଣେ ପାଇଲଟ ଏବଂ ଫଟୋଗ୍ରାଫର ଏହି ହେଲିକପ୍ଟରରେ ଥିଲେ।

ଏହି ଦୁଇଜଣ ଏକ ଆସାଇନମେଣ୍ଟ୍‌ରୁ ଫେରୁଥିବା ବେଳେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇ ଉଭୟଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

Related Articles

Back to top button
WP Twitter Auto Publish Powered By : XYZScripts.com