ବିଜ୍ଞାନ ଓ ପ୍ରଯୁକ୍ତି

ଇଣ୍ଟରନେଟ ବ୍ୟବହାର କରିବା କେବଳ ଅଭ୍ୟାସ ନୁହେଁ ବରଂ ଏକ ନିଶା ହୋଇଛି

ଇଣ୍ଟରନେଟ ବ୍ୟବହାର କରିବା କେବଳ ଅଭ୍ୟାସ ନୁହେଁ ବରଂ ଏକ ନିଶା ହୋଇଛି । କିନ୍ତୁ କିଛି ଅଧ୍ୟୟନରୁ ଜଣାପଡିଛି ଇଣ୍ଟରନେଟ ବ୍ୟବହାର ଦ୍ୱାରା କୌଣସି କ୍ଷତି ହୁଏ ନାହିଁ।

ଇଣ୍ଟରନେଟ ବ୍ୟବହାର କରୁଥିବା ୨ ନିୟୁତରୁ ଅଧିକ ଲୋକଙ୍କ ଉପରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ସୋସିଆଲ ମିଡିଆ ବ୍ରାଉଜିଂ ଏବଂ ଖେଳ ଭଳି ଅନଲାଇନ କାର୍ଯ୍ୟକଳାପ ମାନସିକ ସ୍ବାସ୍ଥ୍ୟକୁ କ୍ଷତି ପହଞ୍ଚାଏ ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com