ଅନ୍ୟାନ୍ୟ

ଅଯୋଧ୍ୟାରେ ନିର୍ମାଣ ହେବ ଗୋଟିଏ ନୂଆ ତଥା ବିଶାଳ ମସଜିଦ

ଉତ୍ତର ପ୍ରଦେଶର ଅଯୋଧ୍ୟାରେ ନିର୍ମାଣ ହେବ ଗୋଟିଏ ନୂଆ ତଥା ବିଶାଳ ମସଜିଦ। ବାବ୍ରୀ ମସଜିଦ ଥିବା ସ୍ଥାନରେ ଭବ୍ୟ ରାମ ମନ୍ଦିର ନିର୍ମାଣ ଚାଲିଥିବାରୁ ତା’ ଠାରୁ କିଛି ଦୂରରରେ ମସଜିଦ ନିର୍ମାଣ ହେବ।

ବାବ୍ରୀ ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଅନୁସାରେ ମିଳିଥିବା ସ୍ଥାନରେ ମସଜିଦ ମହମ୍ମଦ ବିନ ଅବଦୁଲ୍ଲା ତିଆରି କରାଯିବ। ଏହାର ଭିତ୍ତି ପ୍ରସ୍ତର ସ୍ଥାପନ ପାଇଁ ମକ୍କାରୁ ଇମାମ ଆସିବେ। ପିବତ୍ର ମକ୍କାରେ ନମାଜ କରୁଥିବା ଇମାମ ଅଯୋଧ୍ୟରେ ନିର୍ମାଣ ହେବାକୁ ଥିବା ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି ଜଣାପଡ଼ିଛି।

Related Articles

Back to top button