ମନୋରଞ୍ଜନ

‘ଜବାନ’ ଭାରତରେ ଗୁଗୁଲରେ ସର୍ବାଧିକ ଖୋଜାଯାଇଥିବା ଫିଲ୍ମ ହୋଇଯାଇଛି

ଶାହରୁଖ ଖାନଙ୍କ କମ୍‌ବ୍ୟାକ୍ ଫିଲ୍ମ ‘ପଠାନ’ର ଯାଦୁ କମ ପଡି ନ ଥିଲେ ବି ଚଳିତ ବର୍ଷ ‘ଜବାନ’ ସର୍ଚ୍ଚ ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିଛି। ଏହି ବର୍ଷ ‘ଜବାନ’ ଭାରତରେ ଗୁଗୁଲରେ ସର୍ବାଧିକ ଖୋଜାଯାଇଥିବା ଫିଲ୍ମ ହୋଇଯାଇଛି।

ସେହିପରି ସନ୍ନି ଦେଓଲଙ୍କ ଫିଲ୍ମ ‘ଗଦର ୨’ ଦ୍ୱିତୀୟ ସ୍ଥାନରେ ରହିଛି।ବିଦେଶୀ ଚଳଚ୍ଚିତ୍ର ‘ଓପେନ୍‌ହାଇମର୍‌’ ତୃତୀୟ ସ୍ଥାନରେ ରହିଛି। ପ୍ରଭାସଙ୍କ ଫିଲ୍ମ ‘ଆଦିପୁରୁଷ’ର ନାମ ଚତୁର୍ଥ ନମ୍ବରରେ ଅଛି ।

Related Articles

Back to top button
WP Twitter Auto Publish Powered By : XYZScripts.com