ଅନ୍ତର୍ଜାତୀୟ

ଆମେରିକାରେ ବଢୁଥିବା ପ୍ରବାସୀ ଅପରାଧ ସମ୍ପର୍କରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାଇଡେନ ପ୍ରଶାସନ ବିରୋଧରେ କଡ଼ା ଭାଷଣ ଦେଇଥିଲେ।

ଆମେରିକାରେ ବଢୁଥିବା ପ୍ରବାସୀ ଅପରାଧ ସମ୍ପର୍କରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାଇଡେନ ପ୍ରଶାସନ ବିରୋଧରେ କଡ଼ା ଭାଷଣ ଦେଇଥିଲେ।

ସେ ଦାବି କରିଛନ୍ତି ଯେ ଯଦି ସେ କ୍ଷମତାକୁ ଆସନ୍ତି ତେବେ ସେ ପ୍ରତ୍ୟେକ ‘ଖୋଲା ସୀମା ନୀତି’ ଶେଷ କରିବେ। ଓହିଓର ଭାଣ୍ଡାଲିଆ ଡେଟନ ଉପକଣ୍ଠରେ ଏକ ରାଲିରେ ସମ୍ବୋଧିତ କରି ଟ୍ରମ୍ପ ଜର୍ଜିଆ ୟୁନିଭରସିଟିର ନର୍ସିଂ ଛାତ୍ର ଲାକେନ ରେଲେଙ୍କ ମତ୍ୟୁ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି।

Related Articles

Back to top button