ମନୋରଞ୍ଜନ

ବହୁ ପ୍ରତୀକ୍ଷିତ ‘କଙ୍ଗୁଭା’ ସାଉଥ୍‌ ଇଣ୍ଡଷ୍ଟ୍ରୀର ଏମିତି ଏକ ଚଳଚ୍ଚିତ୍ର ଯାହାକୁ ନେଇ ପ୍ରତିଦିନ କିଛି ନା କିଛି ନୂଆ ଖବର ଆସୁଛି

ବହୁ ପ୍ରତୀକ୍ଷିତ ‘କଙ୍ଗୁଭା’ ସାଉଥ୍‌ ଇଣ୍ଡଷ୍ଟ୍ରୀର ଏମିତି ଏକ ଚଳଚ୍ଚିତ୍ର ଯାହାକୁ ନେଇ ପ୍ରତିଦିନ କିଛି ନା କିଛି ନୂଆ ଖବର ଆସୁଛି। ସର୍ବ ପ୍ରଥମେ ‘କଙ୍ଗୁଭା’ର ପ୍ରଥମ ଲୁକ୍ ଏକ ଉତ୍ତେଜନା ସୃଷ୍ଟି କଲା, ବର୍ତ୍ତମାନ ‘କଙ୍ଗୁଭା’ର ଟିଜର ରିଲିଜ୍ ହୋଇଛି।

ବର୍ତ୍ତମାନ ଏହି ଟିଜର ୟୁଟ୍ୟୁବରେ ଏକ ଆଲୋଡ଼ନ ସୃଷ୍ଟି କରିଛି। ଏହି ଚଳଚ୍ଚିତ୍ରରେ ସିଙ୍ଘମ୍ ସୂର୍ଯ୍ୟା ମୁଖ୍ୟ ଭୂମିକାରେ ଥିବାବେଳେ ବବି ଦେଓଲ୍ ଭିଲେନ୍ ଉଧିରନ୍ ଭୂମିକାରେ ନଜର ଆସିଛନ୍ତି।

Related Articles

Back to top button