ଅନ୍ତର୍ଜାତୀୟ

ଜଳବାୟୁଜନିତ ବିପର୍ଯ୍ୟୟର ମୁକାବିଲା

ଜଳବାୟୁଜନିତ ବିପର୍ଯ୍ୟୟର ମୁକାବିଲା ଲାଗି ଗରିବ ରାଷ୍ଟ୍ରଙ୍କୁ ସହାୟତା କରିବା ଉଦ୍ଦେଶ୍ୟରେ ଗଠନ ହେବ ପାଣ୍ଠି। ଜାତିସଂଘ ଜଳବାୟୁ ସମ୍ମିଳନୀରେ ଏନେଇ ହୋଇଛି ସହମତି।

ଦୁବାଇରେ ଅନୁଷ୍ଠିତ ସିଓପି୨୮ ସମ୍ମିଳନୀରେ ପ୍ରାୟ ୨୦୦ ଦେଶର ପ୍ରତିନିଧି ଯୋଗଦେଇଥିବାବେଳେ ଗରିବ ରାଷ୍ଟ୍ରଙ୍କ ପ୍ରତି ସମ୍ମିଳନୀରେ ପୋଷଣ କରାଯାଇଛି ଅନୁକମ୍ପା । ଦୁବାଇ ଘୋଷଣାନାମା ଅନୁସାରେ କାର୍ଯ୍ୟ ଚାଲିବ ବୋଲି କହିଛନ୍ତି ସିଓପି୨୮ ସଭାପତି ସୁଲତାନ ଅହମ୍ମଦ ଅଲ ଜାବର।

Related Articles

Back to top button
WP Twitter Auto Publish Powered By : XYZScripts.com