ମନୋରଞ୍ଜନ

ଶ୍ରୀଲଙ୍କାରୁ ସୁନ୍ଦରୀ ଜ୍ୟାକଲିନ ପ୍ରାୟ ୧୪ ବର୍ଷ ପୂର୍ବେ ବଲିଉଡରେ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ

ଶ୍ରୀଲଙ୍କାରୁ ସୁନ୍ଦରୀ ଜ୍ୟାକଲିନ ପ୍ରାୟ ୧୪ ବର୍ଷ ପୂର୍ବେ ବଲିଉଡରେ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ। ଜ୍ୟାକଲିନ ଅଭିନୟ ଏବଂ ମଡେଲିଂ ମାଧ୍ୟମରେ ନିଜର ପରିଚୟ ସୃଷ୍ଟି କରିଥିଲେ।

ସେ ଅଷ୍ଟ୍ରେଲିଆରେ ସାମ୍ବାଦିକତା ଅଧ୍ୟୟନ କରିଥିଲେ ଏବଂ ମାତ୍ର ୧୪ ବର୍ଷ ବୟସରେ ବହାରେନରେ ଟିଭି ସୋ ଉପସ୍ଥାପନା କରିବା ଆରମ୍ଭ କରିଥିଲେ। ଅଭିନୟରେ କ୍ୟାରିୟର କରିବା ପୂର୍ବରୁ ସେ ଟେଲିଭିଜନ ହୋଷ୍ଟ ଏବଂ ସାମ୍ବାଦିକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।

Related Articles

Back to top button