କ୍ରୀଡ଼ା

ଗୋଟିଏ ଛକାରେ ‘ପ୍ରେସ୍‌ ବକ୍ସ୍‌’ର କାଚ ଚଡ଼କି ଗଲା

ଦକ୍ଷିଣ ଆଫ୍ରିକାର କ୍ବେବେର୍‌ହାରରେ ଥିବା ସେଣ୍ଟ୍‌ ଜର୍ଜସ୍‌ ପାର୍କରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ‘ଦ୍ବିତୀୟ ଟି୨୦’ ମ୍ୟାଚ୍‌ରେ ଖେଳିବା ବେଳେ ଭାରତୀୟ ବ୍ୟାଟ୍‌ସ୍‌ମ୍ୟାନ୍‌ ରିଙ୍କୁ ସିଂହ ଯେଉଁ ଛକା ମାରିଲେ ସେଥିରେ ‘ମିଡିଆ ବକ୍ସ’ ବା ‘ପ୍ରେସ୍‌ ବକ୍ସ୍‌’ର କାଚ ଚଡ଼କି ଯାଇଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

‘ଟି୨୦’ରେ ପ୍ରଥମ କରି ଅର୍ଦ୍ଧଶତକ ହାସଲ କରିଥିବା ରିଙ୍କୁ ଦକ୍ଷିଣ ଆଫ୍ରିକା ଅଧିନାୟକ ଏଡେନ୍‌ କାଇଲ୍‌ ମାର୍କରାମ୍‌ଙ୍କ ବଲ୍‌ରେ ୨ଟି ଚମତ୍କାର ଛକା ମାରିଥିଲେ। ସେଥିରୁ ଗୋଟିଏ ଛକାରେ ‘ପ୍ରେସ୍‌ ବକ୍ସ୍‌’ର କାଚ ଚଡ଼କି ଗଲା।

Related Articles

Back to top button