ଅନ୍ତର୍ଜାତୀୟ

ନ୍ୟୁର୍ୟକର ଜଣେ ମହିଳା ଚା’ ବିସ୍କୁଟ ଖାଇ କୋମାକୁ ଚାଲିଯାଇଛନ୍ତି

ନ୍ୟୁର୍ୟକର ଜଣେ ମହିଳା ଚା’ ବିସ୍କୁଟ ଖାଇ କୋମାକୁ ଚାଲିଯାଇଛନ୍ତି । ତାଙ୍କର ବିଭିନ୍ନ ଅଙ୍ଗ କାମ କରିବା ବନ୍ଦ କରିଦେଲା । ଶେଷରେ ତାଙ୍କୁ ଜୀବନ ହାରିବାକୁ ପଡ଼ିଲା । ମହିଳା ଜଣଙ୍କର ବୟସ ୨୫ ବର୍ଷ ।

ତାଙ୍କ ନାଁ ହେଉଛି ଓର୍ଲା ବେକ୍ସିନଡେଲ୍ । ତେବେ ବିସ୍କୁଟ ଖାଇବା ପରେ ଦିନେ ତାଙ୍କ ଦେହ ଖରାପ ହୋଇଗଲା । କିଛି ଦିନ ମେଡିକାଲରେ ରହିବା ପରେ ତାଙ୍କର ମୃତ୍ୟୁ ହୋଇଗଲା । ମୃତ୍ୟୁର କାରଣ ଥିଲା ବିସ୍କୁଟରେ ବାଦାମ ପଡ଼ିଥିଲା । ମହିଳାଙ୍କର ବାଦାମରେ ଆଲର୍ଜି ଥିବାରୁ ତାଙ୍କର ଦେହ ଖରାପ ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com